# General Information: ଏଠାରେ ପ୍ରଥମ ଶବ୍ଦ “ସେମାନେ” ଇଶ୍ରାୟେଲୀୟମାନଙ୍କୁ, ଦ୍ବିତୀୟ “ସେମାନେ” ମିଶରୀୟମାନଙ୍କୁ ଓ ତୃତୀୟ “ସେମାନେ” ଯିରୀହୋ ପ୍ରାଚୀରକୁ ବୁଝାଏ I # they passed through the Sea of Reeds ଇଶ୍ରାୟେଲୀୟମାନେ ସୂଫ ସାଗର ମଧ୍ୟଦେଇ ଯାତ୍ରା କଲେ # they were swallowed up ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମିଶରୀୟମାନଙ୍କୁ ଜଳ ଗ୍ରାସ କଲା” (ଦେଖ: [[rc://*/ta/man/translate/figs-activepassive]]) # they were swallowed up ଜଳ ବିଷୟରେ କୁହାଯାଏ ଯେପରି ଏହା ଗୋଟିଏ ପଶୁ I ଅନ୍ୟଏକ ଅନୁବାଦରେ: “ମିଶରୀୟମାନେ ଜଳରେ ବୁଡି ମଲେ” (ଦେଖ: [[rc://*/ta/man/translate/figs-personification]])