or_tn/heb/10/30.md

1.4 KiB

General Information:

ଏଠାରେ “ଆମ୍ଭେମାନେ” ଶବ୍ଦଟି ଲେଖକ ଓ ବିଶ୍ବାସୀମାନଙ୍କୁ ବୁଝାଏ I ଏହି ଦୁଇଟି ଉଦ୍ଧୃତ ବାକ୍ୟ ବ୍ୟବସ୍ଥାରୁ ଆସେ ଯାହା ମୋଶା ପୁରାତନ ନିୟମରେ ଦେଇଥିଲେ I (ଦେଖ: rc://*/ta/man/translate/figs-inclusive)

Vengeance belongs to me

ପ୍ରତିହିଂସା ପରାୟଣ ବିଷୟରେ କୁହାଯାଏ ଯେପରି ଏହା ଏପରି ଏକ ବିଷୟ ଯାହା ଈଶ୍ବରଙ୍କର ଅଟେ; ଯାହାଙ୍କର ତାହାଙ୍କ ଇଛା ଅନୁସାରେ ଯେକୌଣସି ବିଷୟ କରିବା ଅଧିକାର ଅଛି I ଈଶ୍ବରଙ୍କର ଆପଣା ଶତ୍ରୁମାନଙ୍କୁ ପ୍ରତିଶୋଧ ନେବାର ଅଧିକାର ଅଛି I (ଦେଖ: rc://*/ta/man/translate/figs-metaphor)

I will pay back

ଈଶ୍ବର ପ୍ରତିଶୋଧ ନେବା ବିଷୟରେ କୁହାଯାଏ ଯେପରି ସେ କ୍ଷତିକାରକ ବିଷୟସବୁ ଫେରାଇ ଦେଉଛନ୍ତି ଯାହା କେହିଜଣେ ଅନ୍ୟଜଣ ପ୍ରତି କରିଛନ୍ତି I (ଦେଖ: rc://*/ta/man/translate/figs-metaphor)