or_tn/heb/10/30.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ଆମ୍ଭେମାନେ” ଶବ୍ଦଟି ଲେଖକ ଓ ବିଶ୍ବାସୀମାନଙ୍କୁ ବୁଝାଏ I ଏହି ଦୁଇଟି ଉଦ୍ଧୃତ ବାକ୍ୟ ବ୍ୟବସ୍ଥାରୁ ଆସେ ଯାହା ମୋଶା ପୁରାତନ ନିୟମରେ ଦେଇଥିଲେ I (ଦେଖ: [[rc://*/ta/man/translate/figs-inclusive]])
# Vengeance belongs to me
ପ୍ରତିହିଂସା ପରାୟଣ ବିଷୟରେ କୁହାଯାଏ ଯେପରି ଏହା ଏପରି ଏକ ବିଷୟ ଯାହା ଈଶ୍ବରଙ୍କର ଅଟେ; ଯାହାଙ୍କର ତାହାଙ୍କ ଇଛା ଅନୁସାରେ ଯେକୌଣସି ବିଷୟ କରିବା ଅଧିକାର ଅଛି I ଈଶ୍ବରଙ୍କର ଆପଣା ଶତ୍ରୁମାନଙ୍କୁ ପ୍ରତିଶୋଧ ନେବାର ଅଧିକାର ଅଛି I (ଦେଖ: [[rc://*/ta/man/translate/figs-metaphor]])
# I will pay back
ଈଶ୍ବର ପ୍ରତିଶୋଧ ନେବା ବିଷୟରେ କୁହାଯାଏ ଯେପରି ସେ କ୍ଷତିକାରକ ବିଷୟସବୁ ଫେରାଇ ଦେଉଛନ୍ତି ଯାହା କେହିଜଣେ ଅନ୍ୟଜଣ ପ୍ରତି କରିଛନ୍ତି I (ଦେଖ: [[rc://*/ta/man/translate/figs-metaphor]])