# General Information: ଏଠାରେ “ଆମ୍ଭେମାନେ” ଶବ୍ଦଟି ଲେଖକ ଓ ବିଶ୍ବାସୀମାନଙ୍କୁ ବୁଝାଏ I ଏହି ଦୁଇଟି ଉଦ୍ଧୃତ ବାକ୍ୟ ବ୍ୟବସ୍ଥାରୁ ଆସେ ଯାହା ମୋଶା ପୁରାତନ ନିୟମରେ ଦେଇଥିଲେ I (ଦେଖ: [[rc://*/ta/man/translate/figs-inclusive]]) # Vengeance belongs to me ପ୍ରତିହିଂସା ପରାୟଣ ବିଷୟରେ କୁହାଯାଏ ଯେପରି ଏହା ଏପରି ଏକ ବିଷୟ ଯାହା ଈଶ୍ବରଙ୍କର ଅଟେ; ଯାହାଙ୍କର ତାହାଙ୍କ ଇଛା ଅନୁସାରେ ଯେକୌଣସି ବିଷୟ କରିବା ଅଧିକାର ଅଛି I ଈଶ୍ବରଙ୍କର ଆପଣା ଶତ୍ରୁମାନଙ୍କୁ ପ୍ରତିଶୋଧ ନେବାର ଅଧିକାର ଅଛି I (ଦେଖ: [[rc://*/ta/man/translate/figs-metaphor]]) # I will pay back ଈଶ୍ବର ପ୍ରତିଶୋଧ ନେବା ବିଷୟରେ କୁହାଯାଏ ଯେପରି ସେ କ୍ଷତିକାରକ ବିଷୟସବୁ ଫେରାଇ ଦେଉଛନ୍ତି ଯାହା କେହିଜଣେ ଅନ୍ୟଜଣ ପ୍ରତି କରିଛନ୍ତି I (ଦେଖ: [[rc://*/ta/man/translate/figs-metaphor]])