or_tn/heb/10/20.md

1.3 KiB
Raw Permalink Blame History

living way

ସମ୍ଭାବିତ ଅର୍ଥଗୁଡିକ ୧) ଈଶ୍ବରଙ୍କ ନିକଟକୁ ଯିବା ନିମନ୍ତେ ଯୀଶୁ ଯୋଗାଇ ଥିବା ନୁତନ ପଥ ବିଶ୍ବାସୀମାନଙ୍କ ଅନନ୍ତ ଜୀବନର କାରଣ ହୁଏ କିମ୍ବା ) ଯୀଶୁ ଜୀବିତ ଅଟନ୍ତି, ଏବଂ ବିଶ୍ବାସୀମାନେ ଈଶ୍ବରଙ୍କ ଉପସ୍ଥିତିରେ ପ୍ରବେଶ କରିବା ନିମନ୍ତେ ସେ ପଥ ଅଟନ୍ତି I

through the curtain

ପାର୍ଥିବ ମନ୍ଦିରରେ ଥିବା ଯବନିକା ମନୁଷ୍ୟ ଓ ଈଶ୍ବରଙ୍କ ମଧ୍ୟରେ ପ୍ରକୃତ ଉପସ୍ଥିତିର ବିଚ୍ଛେଦ ଘଟାଇବା ନିଦର୍ଶନ ଅଟେ I (ଦେଖ: rc://*/ta/man/translate/figs-metaphor)

by means of his flesh

ଏଠାରେ “ଶରୀର” ଯୀଶୁଙ୍କର ଶରୀରକୁ ବୁଝାଏ ଓ ତାହାଙ୍କ ଶରୀର ତାହାଙ୍କ ବଳିଦାନ ମୃତ୍ୟୁକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ମୃତ୍ୟୁଦ୍ବାରା” (ଦେଖ: rc://*/ta/man/translate/figs-metonymy)