or_tn/heb/10/20.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# living way
ସମ୍ଭାବିତ ଅର୍ଥଗୁଡିକ ୧) ଈଶ୍ବରଙ୍କ ନିକଟକୁ ଯିବା ନିମନ୍ତେ ଯୀଶୁ ଯୋଗାଇ ଥିବା ନୁତନ ପଥ ବିଶ୍ବାସୀମାନଙ୍କ ଅନନ୍ତ ଜୀବନର କାରଣ ହୁଏ କିମ୍ବା ) ଯୀଶୁ ଜୀବିତ ଅଟନ୍ତି, ଏବଂ ବିଶ୍ବାସୀମାନେ ଈଶ୍ବରଙ୍କ ଉପସ୍ଥିତିରେ ପ୍ରବେଶ କରିବା ନିମନ୍ତେ ସେ ପଥ ଅଟନ୍ତି I
# through the curtain
ପାର୍ଥିବ ମନ୍ଦିରରେ ଥିବା ଯବନିକା ମନୁଷ୍ୟ ଓ ଈଶ୍ବରଙ୍କ ମଧ୍ୟରେ ପ୍ରକୃତ ଉପସ୍ଥିତିର ବିଚ୍ଛେଦ ଘଟାଇବା ନିଦର୍ଶନ ଅଟେ I (ଦେଖ: [[rc://*/ta/man/translate/figs-metaphor]])
# by means of his flesh
ଏଠାରେ “ଶରୀର” ଯୀଶୁଙ୍କର ଶରୀରକୁ ବୁଝାଏ ଓ ତାହାଙ୍କ ଶରୀର ତାହାଙ୍କ ବଳିଦାନ ମୃତ୍ୟୁକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ମୃତ୍ୟୁଦ୍ବାରା” (ଦେଖ: [[rc://*/ta/man/translate/figs-metonymy]])