# living way ସମ୍ଭାବିତ ଅର୍ଥଗୁଡିକ ୧) ଈଶ୍ବରଙ୍କ ନିକଟକୁ ଯିବା ନିମନ୍ତେ ଯୀଶୁ ଯୋଗାଇ ଥିବା ନୁତନ ପଥ ବିଶ୍ବାସୀମାନଙ୍କ ଅନନ୍ତ ଜୀବନର କାରଣ ହୁଏ କିମ୍ବା ୨) ଯୀଶୁ ଜୀବିତ ଅଟନ୍ତି, ଏବଂ ବିଶ୍ବାସୀମାନେ ଈଶ୍ବରଙ୍କ ଉପସ୍ଥିତିରେ ପ୍ରବେଶ କରିବା ନିମନ୍ତେ ସେ ପଥ ଅଟନ୍ତି I # through the curtain ପାର୍ଥିବ ମନ୍ଦିରରେ ଥିବା ଯବନିକା ମନୁଷ୍ୟ ଓ ଈଶ୍ବରଙ୍କ ମଧ୍ୟରେ ପ୍ରକୃତ ଉପସ୍ଥିତିର ବିଚ୍ଛେଦ ଘଟାଇବା ନିଦର୍ଶନ ଅଟେ I (ଦେଖ: [[rc://*/ta/man/translate/figs-metaphor]]) # by means of his flesh ଏଠାରେ “ଶରୀର” ଯୀଶୁଙ୍କର ଶରୀରକୁ ବୁଝାଏ ଓ ତାହାଙ୍କ ଶରୀର ତାହାଙ୍କ ବଳିଦାନ ମୃତ୍ୟୁକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ମୃତ୍ୟୁଦ୍ବାରା” (ଦେଖ: [[rc://*/ta/man/translate/figs-metonymy]])