or_tn/heb/08/08.md

1009 B

General Information:

ଏହି ଉଦ୍ଧୃତ ବାକ୍ୟରେ ଯିରିମିୟ ଭାବବାଦୀ ଈଶ୍ବର କରିବାକୁ ଯାଉଥିବା ଏକ ନୂତନ ନିୟମ ବିଷୟରେ ଭାବବାଣୀ କହୁଛନ୍ତି I

with the people

ଇଶ୍ରାୟେଲ ଲୋକମାନଙ୍କ ସହିତ

See

ଦେଖ କିମ୍ବା “ଶୁଣ” କିଅବା “ମୁଁ ଯାହା କହିବାକୁ ଉଦ୍ୟତ, ସେଥିରେ ମନଯୋଗ କର”

the house of Israel and with the house of Judah

ଇଶ୍ରାୟେଲ ଓ ଯିହୂଦାର ଲୋକମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନେ ଗୃହ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ଇଶ୍ରାୟେଲ ଲୋକମାନଙ୍କ ଓ ଯିହୂଦାର ଲୋକମାନଙ୍କ ସହିତ” (ଦେଖ: rc://*/ta/man/translate/figs-metaphor)