# General Information: ଏହି ଉଦ୍ଧୃତ ବାକ୍ୟରେ ଯିରିମିୟ ଭାବବାଦୀ ଈଶ୍ବର କରିବାକୁ ଯାଉଥିବା ଏକ ନୂତନ ନିୟମ ବିଷୟରେ ଭାବବାଣୀ କହୁଛନ୍ତି I # with the people ଇଶ୍ରାୟେଲ ଲୋକମାନଙ୍କ ସହିତ # See ଦେଖ କିମ୍ବା “ଶୁଣ” କିଅବା “ମୁଁ ଯାହା କହିବାକୁ ଉଦ୍ୟତ, ସେଥିରେ ମନଯୋଗ କର” # the house of Israel and with the house of Judah ଇଶ୍ରାୟେଲ ଓ ଯିହୂଦାର ଲୋକମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନେ ଗୃହ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ଇଶ୍ରାୟେଲ ଲୋକମାନଙ୍କ ଓ ଯିହୂଦାର ଲୋକମାନଙ୍କ ସହିତ” (ଦେଖ: [[rc://*/ta/man/translate/figs-metaphor]])