or_tn/heb/08/08.md

16 lines
1009 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହି ଉଦ୍ଧୃତ ବାକ୍ୟରେ ଯିରିମିୟ ଭାବବାଦୀ ଈଶ୍ବର କରିବାକୁ ଯାଉଥିବା ଏକ ନୂତନ ନିୟମ ବିଷୟରେ ଭାବବାଣୀ କହୁଛନ୍ତି I
# with the people
ଇଶ୍ରାୟେଲ ଲୋକମାନଙ୍କ ସହିତ
# See
ଦେଖ କିମ୍ବା “ଶୁଣ” କିଅବା “ମୁଁ ଯାହା କହିବାକୁ ଉଦ୍ୟତ, ସେଥିରେ ମନଯୋଗ କର”
# the house of Israel and with the house of Judah
ଇଶ୍ରାୟେଲ ଓ ଯିହୂଦାର ଲୋକମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନେ ଗୃହ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ଇଶ୍ରାୟେଲ ଲୋକମାନଙ୍କ ଓ ଯିହୂଦାର ଲୋକମାନଙ୍କ ସହିତ” (ଦେଖ: [[rc://*/ta/man/translate/figs-metaphor]])