or_tn/heb/07/05.md

1.3 KiB

The sons of Levi who receive the priesthood

ଲେଖକ ଏହା କହନ୍ତି କାରଣ ଲେବୀ ସନ୍ତାନମାନଙ୍କ ମଧ୍ୟରୁ ସମସ୍ତେ ଯାଜକ ହୋଇ ନ ଥିଲେ I ଅନ୍ୟଏକ ଅନୁବାଦରେ: “ଲେବୀଙ୍କ ସନ୍ତାନମାନଙ୍କ ମଧ୍ୟରୁ ଯେଉଁମାନେ ଯାଜକ ହୋଇଥିଲେ” (ଦେଖ: rc://*/ta/man/translate/figs-distinguish)

from the people

ଇଶ୍ରାୟେଲର ଲୋକମାନଙ୍କ ମଧ୍ୟରୁ

from their brothers

ଏଠାରେ “ଭ୍ରାତୃଗଣ”ର ଅର୍ଥ ସେମାନେ ସମସ୍ତେ ଅବ୍ରାହାମଙ୍କ ମଧ୍ୟଦେଇ ପରସ୍ପର ଆତ୍ମୀୟ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ଆତ୍ମୀୟମାନଙ୍କଠାରୁ”

they, too, have come from Abraham's body

ଏହା ଏପରି କୁହାଯାଏ ଯେ ସେମାନେ ଅବ୍ରାହାମଙ୍କ ସନ୍ତାନ ଥିଲେ I ଅନ୍ୟଏକ ଅନୁବାଦରେ: “ସେମାନେ, ମଧ୍ୟ ଅବ୍ରାହାମଙ୍କ ସନ୍ତାନଗଣ ଅଟନ୍ତି” (ଦେଖ: rc://*/ta/man/translate/figs-metaphor)