# The sons of Levi who receive the priesthood ଲେଖକ ଏହା କହନ୍ତି କାରଣ ଲେବୀ ସନ୍ତାନମାନଙ୍କ ମଧ୍ୟରୁ ସମସ୍ତେ ଯାଜକ ହୋଇ ନ ଥିଲେ I ଅନ୍ୟଏକ ଅନୁବାଦରେ: “ଲେବୀଙ୍କ ସନ୍ତାନମାନଙ୍କ ମଧ୍ୟରୁ ଯେଉଁମାନେ ଯାଜକ ହୋଇଥିଲେ” (ଦେଖ: [[rc://*/ta/man/translate/figs-distinguish]]) # from the people ଇଶ୍ରାୟେଲର ଲୋକମାନଙ୍କ ମଧ୍ୟରୁ # from their brothers ଏଠାରେ “ଭ୍ରାତୃଗଣ”ର ଅର୍ଥ ସେମାନେ ସମସ୍ତେ ଅବ୍ରାହାମଙ୍କ ମଧ୍ୟଦେଇ ପରସ୍ପର ଆତ୍ମୀୟ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ଆତ୍ମୀୟମାନଙ୍କଠାରୁ” # they, too, have come from Abraham's body ଏହା ଏପରି କୁହାଯାଏ ଯେ ସେମାନେ ଅବ୍ରାହାମଙ୍କ ସନ୍ତାନ ଥିଲେ I ଅନ୍ୟଏକ ଅନୁବାଦରେ: “ସେମାନେ, ମଧ୍ୟ ଅବ୍ରାହାମଙ୍କ ସନ୍ତାନଗଣ ଅଟନ୍ତି” (ଦେଖ: [[rc://*/ta/man/translate/figs-metaphor]])