or_tn/heb/07/05.md

16 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# The sons of Levi who receive the priesthood
ଲେଖକ ଏହା କହନ୍ତି କାରଣ ଲେବୀ ସନ୍ତାନମାନଙ୍କ ମଧ୍ୟରୁ ସମସ୍ତେ ଯାଜକ ହୋଇ ନ ଥିଲେ I ଅନ୍ୟଏକ ଅନୁବାଦରେ: “ଲେବୀଙ୍କ ସନ୍ତାନମାନଙ୍କ ମଧ୍ୟରୁ ଯେଉଁମାନେ ଯାଜକ ହୋଇଥିଲେ” (ଦେଖ: [[rc://*/ta/man/translate/figs-distinguish]])
# from the people
ଇଶ୍ରାୟେଲର ଲୋକମାନଙ୍କ ମଧ୍ୟରୁ
# from their brothers
ଏଠାରେ “ଭ୍ରାତୃଗଣ”ର ଅର୍ଥ ସେମାନେ ସମସ୍ତେ ଅବ୍ରାହାମଙ୍କ ମଧ୍ୟଦେଇ ପରସ୍ପର ଆତ୍ମୀୟ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ଆତ୍ମୀୟମାନଙ୍କଠାରୁ”
# they, too, have come from Abraham's body
ଏହା ଏପରି କୁହାଯାଏ ଯେ ସେମାନେ ଅବ୍ରାହାମଙ୍କ ସନ୍ତାନ ଥିଲେ I ଅନ୍ୟଏକ ଅନୁବାଦରେ: “ସେମାନେ, ମଧ୍ୟ ଅବ୍ରାହାମଙ୍କ ସନ୍ତାନଗଣ ଅଟନ୍ତି” (ଦେଖ: [[rc://*/ta/man/translate/figs-metaphor]])