or_tn/heb/05/06.md

1.0 KiB

General Information:

ଏହା ଦାଉଦଙ୍କ ଏକ ଗୀତରୁ ଆସିଥିବା ଭାବବାଣୀ ଅଟେ I

he also says

ଈଶ୍ବର କାହାକୁ କହୁଛନ୍ତି ତାହା ସ୍ପଷ୍ଟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ମଧ୍ୟ ଖ୍ରୀଷ୍ଟଙ୍କୁ କହନ୍ତି” (ଦେଖ: rc://*/ta/man/translate/figs-ellipsis)

in another place

ଶାସ୍ତ୍ରର ଅନ୍ୟ ଏକ ସ୍ଥାନରେ

after the manner of Melchizedek

ଏହାର ଅର୍ଥ ଯେ ଜଣେ ଯାଜକଭାବରେ ଖ୍ରୀଷ୍ଟଙ୍କଠାରେ ଥିବା ବିଷୟ ସହିତ ଜଣେ ଯାଜକଭାବରେ ମଲକୀସେଦକଙ୍କର ବିଷୟ ସବୁ ସମାନ ଅଟେ I ଅନ୍ୟଏକ ଅନୁବାଦରେ: “ସେହିପରି ଭାବେ ମଲକୀସେଦକ ଜଣେ ଯାଜକ ଥିଲେ”