or_tn/heb/05/06.md

16 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହା ଦାଉଦଙ୍କ ଏକ ଗୀତରୁ ଆସିଥିବା ଭାବବାଣୀ ଅଟେ I
# he also says
ଈଶ୍ବର କାହାକୁ କହୁଛନ୍ତି ତାହା ସ୍ପଷ୍ଟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ମଧ୍ୟ ଖ୍ରୀଷ୍ଟଙ୍କୁ କହନ୍ତି” (ଦେଖ: [[rc://*/ta/man/translate/figs-ellipsis]])
# in another place
ଶାସ୍ତ୍ରର ଅନ୍ୟ ଏକ ସ୍ଥାନରେ
# after the manner of Melchizedek
ଏହାର ଅର୍ଥ ଯେ ଜଣେ ଯାଜକଭାବରେ ଖ୍ରୀଷ୍ଟଙ୍କଠାରେ ଥିବା ବିଷୟ ସହିତ ଜଣେ ଯାଜକଭାବରେ ମଲକୀସେଦକଙ୍କର ବିଷୟ ସବୁ ସମାନ ଅଟେ I ଅନ୍ୟଏକ ଅନୁବାଦରେ: “ସେହିପରି ଭାବେ ମଲକୀସେଦକ ଜଣେ ଯାଜକ ଥିଲେ”