# General Information: ଏହା ଦାଉଦଙ୍କ ଏକ ଗୀତରୁ ଆସିଥିବା ଭାବବାଣୀ ଅଟେ I # he also says ଈଶ୍ବର କାହାକୁ କହୁଛନ୍ତି ତାହା ସ୍ପଷ୍ଟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ମଧ୍ୟ ଖ୍ରୀଷ୍ଟଙ୍କୁ କହନ୍ତି” (ଦେଖ: [[rc://*/ta/man/translate/figs-ellipsis]]) # in another place ଶାସ୍ତ୍ରର ଅନ୍ୟ ଏକ ସ୍ଥାନରେ # after the manner of Melchizedek ଏହାର ଅର୍ଥ ଯେ ଜଣେ ଯାଜକଭାବରେ ଖ୍ରୀଷ୍ଟଙ୍କଠାରେ ଥିବା ବିଷୟ ସହିତ ଜଣେ ଯାଜକଭାବରେ ମଲକୀସେଦକଙ୍କର ବିଷୟ ସବୁ ସମାନ ଅଟେ I ଅନ୍ୟଏକ ଅନୁବାଦରେ: “ସେହିପରି ଭାବେ ମଲକୀସେଦକ ଜଣେ ଯାଜକ ଥିଲେ”