or_tn/heb/02/09.md

1.8 KiB
Raw Permalink Blame History

Connecting Statement:

ଲେଖକ ଏହି ଏବ୍ରୀ ବିଶ୍ବାସୀମାନଙ୍କୁ ସ୍ମରଣକରାଇ ଦେଉଛନ୍ତି ଯେ ଖ୍ରୀଷ୍ଟ ଦୂତମାନଙ୍କ ଅପେକ୍ଷା ନ୍ୟୂନ ହୋଇଥିଲେ ଯେତେବେଳେ ସେ ପାପକ୍ଷମା କରିବା ନିମନ୍ତେ ମୃତ୍ୟୁଭୋଗ କରିବାକୁ ପୃଥିବୀକୁ ଆସିଥିଲେ, ଅତଏବ ସେ ବିଶ୍ବାସୀମାନଙ୍କ ନିମନ୍ତେ ଜଣେ ଦୟାଳୁ ମହାଯାଜକ ହୋଇଥିଲେ I

we see him

ଆମ୍ଭେମାନେ ଜାଣୁ ଯେ ଜଣେ ମାତ୍ର ଅଛନ୍ତି

who was made

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହାକୁ ଈଶ୍ବର ନିର୍ମାଣ କରିଥିଲେ” (ଦେଖ: rc://*/ta/man/translate/figs-activepassive)

lower than the angels ... crowned with glory and honor

ଦେଖ ତୁମେ ଏବ୍ରୀ :୭ରେ ଏହି ଶବ୍ଦ ଗୁଡିକ କିପରି ଅନୁବାଦ କରିଅଛ I

he might taste death

ମୃତ୍ୟୁର ଅନୁଭୂତି ବିଷୟରେ କୁହାଯାଏ ଯେପରି ଏହା ଏକ ପ୍ରକାର ଖାଦ୍ୟ ଅଟେ ଯାହା ଲୋକମାନେ ଆସ୍ବାଦନ କରନ୍ତି I ଅନ୍ୟଏକ ଅନୁବାଦରେ: “ସେ ମୃତ୍ୟୁକୁ ଆସ୍ବାଦନ କରି ପାରନ୍ତି” କିମ୍ବା “ସେ ମୃତ୍ୟୁଭୋଗ କରି ପାରନ୍ତି” (ଦେଖ: rc://*/ta/man/translate/figs-metaphor)