or_tn/heb/02/09.md

20 lines
1.8 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# Connecting Statement:
ଲେଖକ ଏହି ଏବ୍ରୀ ବିଶ୍ବାସୀମାନଙ୍କୁ ସ୍ମରଣକରାଇ ଦେଉଛନ୍ତି ଯେ ଖ୍ରୀଷ୍ଟ ଦୂତମାନଙ୍କ ଅପେକ୍ଷା ନ୍ୟୂନ ହୋଇଥିଲେ ଯେତେବେଳେ ସେ ପାପକ୍ଷମା କରିବା ନିମନ୍ତେ ମୃତ୍ୟୁଭୋଗ କରିବାକୁ ପୃଥିବୀକୁ ଆସିଥିଲେ, ଅତଏବ ସେ ବିଶ୍ବାସୀମାନଙ୍କ ନିମନ୍ତେ ଜଣେ ଦୟାଳୁ ମହାଯାଜକ ହୋଇଥିଲେ I
# we see him
ଆମ୍ଭେମାନେ ଜାଣୁ ଯେ ଜଣେ ମାତ୍ର ଅଛନ୍ତି
# who was made
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହାକୁ ଈଶ୍ବର ନିର୍ମାଣ କରିଥିଲେ” (ଦେଖ: [[rc://*/ta/man/translate/figs-activepassive]])
# lower than the angels ... crowned with glory and honor
ଦେଖ ତୁମେ [ଏବ୍ରୀ :୭](../02/07.md)ରେ ଏହି ଶବ୍ଦ ଗୁଡିକ କିପରି ଅନୁବାଦ କରିଅଛ I
# he might taste death
ମୃତ୍ୟୁର ଅନୁଭୂତି ବିଷୟରେ କୁହାଯାଏ ଯେପରି ଏହା ଏକ ପ୍ରକାର ଖାଦ୍ୟ ଅଟେ ଯାହା ଲୋକମାନେ ଆସ୍ବାଦନ କରନ୍ତି I ଅନ୍ୟଏକ ଅନୁବାଦରେ: “ସେ ମୃତ୍ୟୁକୁ ଆସ୍ବାଦନ କରି ପାରନ୍ତି” କିମ୍ବା “ସେ ମୃତ୍ୟୁଭୋଗ କରି ପାରନ୍ତି” (ଦେଖ: [[rc://*/ta/man/translate/figs-metaphor]])