or_tn/heb/02/07.md

1.8 KiB

a little lower than the angels

ଲେଖକ ଲୋକମାନେ ଦୂତମାନଙ୍କଠାରୁ ନ୍ୟୂନ ହେବା ବିଷୟରେ କହନ୍ତି ଯେପରି ଲୋକମାନେ ଏପରି ଏକ ସ୍ଥିତିରେ ଛିଡା ହୋଇଛନ୍ତି ଯେ ଦୂତମାନଙ୍କ ସ୍ଥିତିଠାରୁ ସେମାନେ ନ୍ୟୁନରେ ଅଛନ୍ତି I ଅନ୍ୟଏକ ଅନୁବାଦରେ; “ଦୂତମାନଙ୍କ ଅପେକ୍ଷା ନ୍ୟୂନ ଅଟନ୍ତି” (ଦେଖ: rc://*/ta/man/translate/figs-metaphor)

made man ... crowned him

ଏଠାରେ, ଏହି ବାକ୍ୟାଂଶଗୁଡିକ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ନୁହେଁ, କିନ୍ତୁ ସାଧାରଣଭାବରେ ମନୁଷ୍ୟମାନଙ୍କୁ, ଉଭୟ ପୁରୁଷ ଓ ସ୍ତ୍ରୀଲୋକଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ମନୁଷ୍ୟମାନଙ୍କୁ ନିର୍ମାଣ କରିଅଛ ...ସେମାନଙ୍କୁ ଭୂଷିତ କରିଅଛ” (ଦେଖ: [[rc:///ta/man/translate/figs-genericnoun]] ଏବଂ [[rc:///ta/man/translate/figs-gendernotations]])

you crowned him with glory and honor

ଗୌରବ ଓ ସମ୍ଭ୍ରମର ଦାନଗୁଡିକ ବିଷୟରେ କୁହାଯାଏ ଯେପରି ସେଗୁଡିକ ଜଣେ ବିଜୟୀ କ୍ରୀଡାବିତଙ୍କ ମସ୍ତକରେ ପିନ୍ଧାଯାଉଥିବା ଗୋଟିଏ ପତ୍ରର ମାଳା ଥିଲେ I ଅନ୍ୟଏକ ଅନୁବାଦରେ: “ତୁମ୍ଭେ ସେମାନଙ୍କୁ ମହା ଗୌରବ ଓ ସମ୍ଭ୍ରମ ଦେଇଅଛ” (ଦେଖ: rc://*/ta/man/translate/figs-metaphor)