or_tn/heb/01/12.md

1.5 KiB

roll them up like a cloak

ଲେଖକ ଆକାଶମଣ୍ଡଳ ଓ ପୃଥିବୀ ବିଷୟରେ କହନ୍ତି ଯେପରି ସେଗୁଡିକ ଗୋଟିଏ ବସ୍ତ୍ର କିମ୍ବା ଅନ୍ୟ ପ୍ରକାର ବାହ୍ୟ ପୋଷାକ ଥିଲେ I (ଦେଖ: rc://*/ta/man/translate/figs-simile)

they will be changed like a piece of clothing

ଲେଖକ ଆକାଶମଣ୍ଡଳ ଓ ପୃଥିବୀ ବିଷୟରେ କହନ୍ତି ଯେପରି ସେଗୁଡିକ ବସ୍ତ୍ର ଯାହା ଅନ୍ୟମାନଙ୍କ ବସ୍ତ୍ର ନିମନ୍ତେ ବଦଳା ଯାଇପାରିବ I (ଦେଖ: rc://*/ta/man/translate/figs-simile)

they will be changed

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେ ସେହିସବୁ ପରିବର୍ତ୍ତନ କରିବ” (ଦେଖ: rc://*/ta/man/translate/figs-activepassive)

your years do not end

ଈଶ୍ବରଙ୍କର ଅନନ୍ତକାଳୀନ ଅସ୍ତିତ୍ବକୁ ବୁଝାଇବା ନିମନ୍ତେ ସମୟର ଅବଧିଗୁଡିକ ବ୍ୟବହାର କରାଯାଏ I ଅନ୍ୟଏକ ଅନୁବାଦରେ: “ତୁମ୍ଭର ଜୀବନ କଦାପି ଶେଷ ହେବ ନାହି” (ଦେଖ: rc://*/ta/man/translate/figs-metaphor)