or_tn/heb/01/12.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# roll them up like a cloak
ଲେଖକ ଆକାଶମଣ୍ଡଳ ଓ ପୃଥିବୀ ବିଷୟରେ କହନ୍ତି ଯେପରି ସେଗୁଡିକ ଗୋଟିଏ ବସ୍ତ୍ର କିମ୍ବା ଅନ୍ୟ ପ୍ରକାର ବାହ୍ୟ ପୋଷାକ ଥିଲେ I (ଦେଖ: [[rc://*/ta/man/translate/figs-simile]])
# they will be changed like a piece of clothing
ଲେଖକ ଆକାଶମଣ୍ଡଳ ଓ ପୃଥିବୀ ବିଷୟରେ କହନ୍ତି ଯେପରି ସେଗୁଡିକ ବସ୍ତ୍ର ଯାହା ଅନ୍ୟମାନଙ୍କ ବସ୍ତ୍ର ନିମନ୍ତେ ବଦଳା ଯାଇପାରିବ I (ଦେଖ: [[rc://*/ta/man/translate/figs-simile]])
# they will be changed
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେ ସେହିସବୁ ପରିବର୍ତ୍ତନ କରିବ” (ଦେଖ: [[rc://*/ta/man/translate/figs-activepassive]])
# your years do not end
ଈଶ୍ବରଙ୍କର ଅନନ୍ତକାଳୀନ ଅସ୍ତିତ୍ବକୁ ବୁଝାଇବା ନିମନ୍ତେ ସମୟର ଅବଧିଗୁଡିକ ବ୍ୟବହାର କରାଯାଏ I ଅନ୍ୟଏକ ଅନୁବାଦରେ: “ତୁମ୍ଭର ଜୀବନ କଦାପି ଶେଷ ହେବ ନାହି” (ଦେଖ: [[rc://*/ta/man/translate/figs-metaphor]])