# roll them up like a cloak ଲେଖକ ଆକାଶମଣ୍ଡଳ ଓ ପୃଥିବୀ ବିଷୟରେ କହନ୍ତି ଯେପରି ସେଗୁଡିକ ଗୋଟିଏ ବସ୍ତ୍ର କିମ୍ବା ଅନ୍ୟ ପ୍ରକାର ବାହ୍ୟ ପୋଷାକ ଥିଲେ I (ଦେଖ: [[rc://*/ta/man/translate/figs-simile]]) # they will be changed like a piece of clothing ଲେଖକ ଆକାଶମଣ୍ଡଳ ଓ ପୃଥିବୀ ବିଷୟରେ କହନ୍ତି ଯେପରି ସେଗୁଡିକ ବସ୍ତ୍ର ଯାହା ଅନ୍ୟମାନଙ୍କ ବସ୍ତ୍ର ନିମନ୍ତେ ବଦଳା ଯାଇପାରିବ I (ଦେଖ: [[rc://*/ta/man/translate/figs-simile]]) # they will be changed ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେ ସେହିସବୁ ପରିବର୍ତ୍ତନ କରିବ” (ଦେଖ: [[rc://*/ta/man/translate/figs-activepassive]]) # your years do not end ଈଶ୍ବରଙ୍କର ଅନନ୍ତକାଳୀନ ଅସ୍ତିତ୍ବକୁ ବୁଝାଇବା ନିମନ୍ତେ ସମୟର ଅବଧିଗୁଡିକ ବ୍ୟବହାର କରାଯାଏ I ଅନ୍ୟଏକ ଅନୁବାଦରେ: “ତୁମ୍ଭର ଜୀବନ କଦାପି ଶେଷ ହେବ ନାହି” (ଦେଖ: [[rc://*/ta/man/translate/figs-metaphor]])