or_tn/heb/01/10.md

1.3 KiB

General Information:

ଏହି ଉଦ୍ଧୃତ ବାକ୍ୟ ଅନ୍ୟ ଏକ ଗୀତସଂହିତାରୁ ଆସିଅଛି I

Connecting Statement:

ଲେଖକ କ୍ରମାଗତ ଭାବେ ବ୍ୟାଖ୍ୟା କରନ୍ତି ଯେ ଯୀଶୁ ଦୂତମାନଙ୍କ ଅପେକ୍ଷା ଶ୍ରେଷ୍ଠ ଅଟନ୍ତି I

In the beginning

କୌଣସି ବିଷୟ ସୃଷ୍ଟି ହେବା ପୂର୍ବରୁ

you laid the earth's foundation

ଲେଖକ ଈଶ୍ବର ପୃଥିବୀକୁ ସୃଷ୍ଟି କରିବା ବିଷୟରେ କହନ୍ତି ଯେପରି ସେ ଏହାକୁ ଏକ ଭିତ୍ତିମୂଳ ଉପରେ ସ୍ଥାପନ କରି ଅଛନ୍ତି I ଅନ୍ୟଏକ ଅନୁବାଦରେ: “ତୁମ୍ଭେ ପୃଥିବୀକୁ ସୃଷ୍ଟି କରିଅଛ” (ଦେଖ: rc://*/ta/man/translate/figs-metaphor)

The heavens are the work of your hands

ଏଠାରେ “ହସ୍ତକୃତ” ଈଶ୍ବରଙ୍କ ପରାକ୍ରମ ଓ କର୍ମକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ତୁମ୍ଭେ ଆକାଶମଣ୍ଡଳ ନିର୍ମାଣ କରିଅଛ” (ଦେଖ: rc://*/ta/man/translate/figs-metonymy)