or_tn/heb/01/10.md

20 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହି ଉଦ୍ଧୃତ ବାକ୍ୟ ଅନ୍ୟ ଏକ ଗୀତସଂହିତାରୁ ଆସିଅଛି I
# Connecting Statement:
ଲେଖକ କ୍ରମାଗତ ଭାବେ ବ୍ୟାଖ୍ୟା କରନ୍ତି ଯେ ଯୀଶୁ ଦୂତମାନଙ୍କ ଅପେକ୍ଷା ଶ୍ରେଷ୍ଠ ଅଟନ୍ତି I
# In the beginning
କୌଣସି ବିଷୟ ସୃଷ୍ଟି ହେବା ପୂର୍ବରୁ
# you laid the earth's foundation
ଲେଖକ ଈଶ୍ବର ପୃଥିବୀକୁ ସୃଷ୍ଟି କରିବା ବିଷୟରେ କହନ୍ତି ଯେପରି ସେ ଏହାକୁ ଏକ ଭିତ୍ତିମୂଳ ଉପରେ ସ୍ଥାପନ କରି ଅଛନ୍ତି I ଅନ୍ୟଏକ ଅନୁବାଦରେ: “ତୁମ୍ଭେ ପୃଥିବୀକୁ ସୃଷ୍ଟି କରିଅଛ” (ଦେଖ: [[rc://*/ta/man/translate/figs-metaphor]])
# The heavens are the work of your hands
ଏଠାରେ “ହସ୍ତକୃତ” ଈଶ୍ବରଙ୍କ ପରାକ୍ରମ ଓ କର୍ମକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ତୁମ୍ଭେ ଆକାଶମଣ୍ଡଳ ନିର୍ମାଣ କରିଅଛ” (ଦେଖ: [[rc://*/ta/man/translate/figs-metonymy]])