# General Information: ଏହି ଉଦ୍ଧୃତ ବାକ୍ୟ ଅନ୍ୟ ଏକ ଗୀତସଂହିତାରୁ ଆସିଅଛି I # Connecting Statement: ଲେଖକ କ୍ରମାଗତ ଭାବେ ବ୍ୟାଖ୍ୟା କରନ୍ତି ଯେ ଯୀଶୁ ଦୂତମାନଙ୍କ ଅପେକ୍ଷା ଶ୍ରେଷ୍ଠ ଅଟନ୍ତି I # In the beginning କୌଣସି ବିଷୟ ସୃଷ୍ଟି ହେବା ପୂର୍ବରୁ # you laid the earth's foundation ଲେଖକ ଈଶ୍ବର ପୃଥିବୀକୁ ସୃଷ୍ଟି କରିବା ବିଷୟରେ କହନ୍ତି ଯେପରି ସେ ଏହାକୁ ଏକ ଭିତ୍ତିମୂଳ ଉପରେ ସ୍ଥାପନ କରି ଅଛନ୍ତି I ଅନ୍ୟଏକ ଅନୁବାଦରେ: “ତୁମ୍ଭେ ପୃଥିବୀକୁ ସୃଷ୍ଟି କରିଅଛ” (ଦେଖ: [[rc://*/ta/man/translate/figs-metaphor]]) # The heavens are the work of your hands ଏଠାରେ “ହସ୍ତକୃତ” ଈଶ୍ବରଙ୍କ ପରାକ୍ରମ ଓ କର୍ମକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ତୁମ୍ଭେ ଆକାଶମଣ୍ଡଳ ନିର୍ମାଣ କରିଅଛ” (ଦେଖ: [[rc://*/ta/man/translate/figs-metonymy]])