or_tn/gal/02/14.md

1.4 KiB
Raw Permalink Blame History

not following the truth of the gospel

ସେମାନେ ସୁସମାଚାରରେ ବିଶ୍ବାସ କରି ଜୀବନ ଅତିବାହିତ କରୁଥିବା ଲୋକମାନଙ୍କ ପରି ନଥିଲେ କିମ୍ବା “ସେମାନେ ଏପରି ଜୀବନଯାପନ କରୁଥିଲେ ଯେପରି ସେମାନେ ସୁସମାଚାରକୁ ବିଶ୍ବାସ କରି ନଥିଲେ”

how can you force the Gentiles to live like Jews?

ଏହି ଅଳଙ୍କାରିକ ପ୍ରଶ୍ନ ଏକ ଅନୁଯୋଗ ଥିଲା ଏବଂ ଏକ ସରଳ ବାକ୍ୟ ଭାବରେ ଅନୁବାଦ କରାଯାଇପାରିବ । “ତୁମ୍ଭେମାନେ” ଶବ୍ଦ ଏକବଚନ ଅଟେ ଏବଂ ପିତରଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଅନ୍ୟଜାତିମାନଙ୍କୁ ଯିହୁଦୀମାନଙ୍କ ପରି ରହିବାକୁ ବାଧ୍ୟ କରିବା ଭୂଲ ଅଟେ ।” (ଦେଖ: [[rc:///ta/man/translate/figs-rquestion]] ଏବଂ [[rc:///ta/man/translate/figs-you]])

force

ସମ୍ଭାତିତ ଅର୍ଥଗୁଡିକ ୧) ଶବ୍ଦଗୁଡିକ ବ୍ୟବହାର କରି ବାଧ୍ୟ କରାଇବା କିମ୍ବା ) ପ୍ରବର୍ତ୍ତାଇବା ।