# not following the truth of the gospel ସେମାନେ ସୁସମାଚାରରେ ବିଶ୍ବାସ କରି ଜୀବନ ଅତିବାହିତ କରୁଥିବା ଲୋକମାନଙ୍କ ପରି ନଥିଲେ କିମ୍ବା “ସେମାନେ ଏପରି ଜୀବନଯାପନ କରୁଥିଲେ ଯେପରି ସେମାନେ ସୁସମାଚାରକୁ ବିଶ୍ବାସ କରି ନଥିଲେ” # how can you force the Gentiles to live like Jews? ଏହି ଅଳଙ୍କାରିକ ପ୍ରଶ୍ନ ଏକ ଅନୁଯୋଗ ଥିଲା ଏବଂ ଏକ ସରଳ ବାକ୍ୟ ଭାବରେ ଅନୁବାଦ କରାଯାଇପାରିବ । “ତୁମ୍ଭେମାନେ” ଶବ୍ଦ ଏକବଚନ ଅଟେ ଏବଂ ପିତରଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଅନ୍ୟଜାତିମାନଙ୍କୁ ଯିହୁଦୀମାନଙ୍କ ପରି ରହିବାକୁ ବାଧ୍ୟ କରିବା ଭୂଲ ଅଟେ ।” (ଦେଖ: [[rc://*/ta/man/translate/figs-rquestion]] ଏବଂ [[rc://*/ta/man/translate/figs-you]]) # force ସମ୍ଭାତିତ ଅର୍ଥଗୁଡିକ ୧) ଶବ୍ଦଗୁଡିକ ବ୍ୟବହାର କରି ବାଧ୍ୟ କରାଇବା କିମ୍ବା ୨) ପ୍ରବର୍ତ୍ତାଇବା ।