or_tn/gal/02/14.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# not following the truth of the gospel
ସେମାନେ ସୁସମାଚାରରେ ବିଶ୍ବାସ କରି ଜୀବନ ଅତିବାହିତ କରୁଥିବା ଲୋକମାନଙ୍କ ପରି ନଥିଲେ କିମ୍ବା “ସେମାନେ ଏପରି ଜୀବନଯାପନ କରୁଥିଲେ ଯେପରି ସେମାନେ ସୁସମାଚାରକୁ ବିଶ୍ବାସ କରି ନଥିଲେ”
# how can you force the Gentiles to live like Jews?
ଏହି ଅଳଙ୍କାରିକ ପ୍ରଶ୍ନ ଏକ ଅନୁଯୋଗ ଥିଲା ଏବଂ ଏକ ସରଳ ବାକ୍ୟ ଭାବରେ ଅନୁବାଦ କରାଯାଇପାରିବ । “ତୁମ୍ଭେମାନେ” ଶବ୍ଦ ଏକବଚନ ଅଟେ ଏବଂ ପିତରଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଅନ୍ୟଜାତିମାନଙ୍କୁ ଯିହୁଦୀମାନଙ୍କ ପରି ରହିବାକୁ ବାଧ୍ୟ କରିବା ଭୂଲ ଅଟେ ।” (ଦେଖ: [[rc://*/ta/man/translate/figs-rquestion]] ଏବଂ [[rc://*/ta/man/translate/figs-you]])
# force
ସମ୍ଭାତିତ ଅର୍ଥଗୁଡିକ ୧) ଶବ୍ଦଗୁଡିକ ବ୍ୟବହାର କରି ବାଧ୍ୟ କରାଇବା କିମ୍ବା ) ପ୍ରବର୍ତ୍ତାଇବା ।