or_tn/gal/01/08.md

1.0 KiB

should proclaim

ଏହା ଏପରିକିଛି ବିଷୟକୁ ବର୍ଣ୍ଣନା କରେ ଯାହା କେବେହେଁ ହୋଇନାହିଁ ଏବଂ ହେବା ଉଚିତ ନୁହେଁ । ଅନ୍ୟ ଏକ ଅନୁବାଦରେ: “ଘୋଷଣ କରିବା” କିମ୍ବା “ଘୋଷଣା କରିବାର ଥିଲା” (ଦେଖ: rc://*/ta/man/translate/figs-hypo)

other than the one

ସୁସମାଚାର ଠାରୁ ଭିନ୍ନ କିମ୍ବା “ସନ୍ଦେଶଠାରୁ ଭିନ୍ନ”

let him be cursed

ଈଶ୍ବର ସେହି ବ୍ୟକ୍ତିକୁ ଅନନ୍ତକାଳ ନିମନ୍ତେ ଦଣ୍ଡିତ ଦେବା ଉଚିତ୍ । ଯଦି ତୁମର ଭାଷାରେ କାହାକୁ ଅଭିଶାପ ଦେବା ନିମନ୍ତେ ଏକ ସମାନ୍ୟ ଉପାୟ ଅଛି, ତେବେ ତାହାକୁ ତୁମ୍ଭେମାନେ ବ୍ୟବହାର କରିବା ଉଚିତ ।