# should proclaim ଏହା ଏପରିକିଛି ବିଷୟକୁ ବର୍ଣ୍ଣନା କରେ ଯାହା କେବେହେଁ ହୋଇନାହିଁ ଏବଂ ହେବା ଉଚିତ ନୁହେଁ । ଅନ୍ୟ ଏକ ଅନୁବାଦରେ: “ଘୋଷଣ କରିବା” କିମ୍ବା “ଘୋଷଣା କରିବାର ଥିଲା” (ଦେଖ: [[rc://*/ta/man/translate/figs-hypo]]) # other than the one ସୁସମାଚାର ଠାରୁ ଭିନ୍ନ କିମ୍ବା “ସନ୍ଦେଶଠାରୁ ଭିନ୍ନ” # let him be cursed ଈଶ୍ବର ସେହି ବ୍ୟକ୍ତିକୁ ଅନନ୍ତକାଳ ନିମନ୍ତେ ଦଣ୍ଡିତ ଦେବା ଉଚିତ୍ । ଯଦି ତୁମର ଭାଷାରେ କାହାକୁ ଅଭିଶାପ ଦେବା ନିମନ୍ତେ ଏକ ସମାନ୍ୟ ଉପାୟ ଅଛି, ତେବେ ତାହାକୁ ତୁମ୍ଭେମାନେ ବ୍ୟବହାର କରିବା ଉଚିତ ।