or_tn/gal/01/08.md

12 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# should proclaim
ଏହା ଏପରିକିଛି ବିଷୟକୁ ବର୍ଣ୍ଣନା କରେ ଯାହା କେବେହେଁ ହୋଇନାହିଁ ଏବଂ ହେବା ଉଚିତ ନୁହେଁ । ଅନ୍ୟ ଏକ ଅନୁବାଦରେ: “ଘୋଷଣ କରିବା” କିମ୍ବା “ଘୋଷଣା କରିବାର ଥିଲା” (ଦେଖ: [[rc://*/ta/man/translate/figs-hypo]])
# other than the one
ସୁସମାଚାର ଠାରୁ ଭିନ୍ନ କିମ୍ବା “ସନ୍ଦେଶଠାରୁ ଭିନ୍ନ”
# let him be cursed
ଈଶ୍ବର ସେହି ବ୍ୟକ୍ତିକୁ ଅନନ୍ତକାଳ ନିମନ୍ତେ ଦଣ୍ଡିତ ଦେବା ଉଚିତ୍ । ଯଦି ତୁମର ଭାଷାରେ କାହାକୁ ଅଭିଶାପ ଦେବା ନିମନ୍ତେ ଏକ ସମାନ୍ୟ ଉପାୟ ଅଛି, ତେବେ ତାହାକୁ ତୁମ୍ଭେମାନେ ବ୍ୟବହାର କରିବା ଉଚିତ ।