or_tn/eph/06/10.md

636 B

Connecting Statement:

ଆମ୍ଭେମାନେ ଈଶ୍ବରଙ୍କ ସକାଶେ ଜୀବନଯାପନ କରୁଥିବା ଏହି ଯୁଦ୍ଧରେ ବିଶ୍ବାସୀମାନଙ୍କୁ ଦୃଢ଼ କରିବା ନିମନ୍ତେ ପାଉଲ ଶିକ୍ଷା ଦେଉଛନ୍ତି I

the strength of his might

ତାହାଙ୍କର ମହା ପରାକ୍ରମ I ଦେଖ “ତାହାଙ୍କ ପରାକ୍ରମର ଶକ୍ତି”କୁ କିପରି ଏଫିସୀୟ ୧:୨୧ର ଶେଷ ଆଡକୁ ଅନୁବାଦ କରାଯାଇଛି I