or_tn/eph/06/10.md

8 lines
636 B
Markdown

# Connecting Statement:
ଆମ୍ଭେମାନେ ଈଶ୍ବରଙ୍କ ସକାଶେ ଜୀବନଯାପନ କରୁଥିବା ଏହି ଯୁଦ୍ଧରେ ବିଶ୍ବାସୀମାନଙ୍କୁ ଦୃଢ଼ କରିବା ନିମନ୍ତେ ପାଉଲ ଶିକ୍ଷା ଦେଉଛନ୍ତି I
# the strength of his might
ତାହାଙ୍କର ମହା ପରାକ୍ରମ I ଦେଖ “ତାହାଙ୍କ ପରାକ୍ରମର ଶକ୍ତି”କୁ କିପରି [ଏଫିସୀୟ ୧:୨୧](../01/21.md)ର ଶେଷ ଆଡକୁ ଅନୁବାଦ କରାଯାଇଛି I