or_tn/eph/01/21.md

1.3 KiB
Raw Permalink Blame History

far above all rule and authority and power and dominion

ଏହା ଅଲୌକିକ ପ୍ରାଣୀମାନଙ୍କର, ଅର୍ଥାତ୍ ଉଭୟ ଦୂତ ଓ ଭୂତାତ୍ମାମାନଙ୍କର ପଦାଧିକାରକୁ ବୁଝାଉଥିବା ବିଭିନ୍ନ ଶବ୍ଦଗୁଡିକ ଅଟେ I ବିକଳ୍ପ ଅନୁବାଦ: “ସମସ୍ତ ପ୍ରକାର ଅଲୌକିକ ପ୍ରାଣୀମାନଙ୍କର ଅତି ଉର୍ଦ୍ଧ୍ବରେ”

every name that is named

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ମନୁଷ୍ୟ ଦେଉଥିବା ପ୍ରତ୍ୟେକ ନାମ” କିମ୍ବା ) “ଈଶ୍ବର ଦେଉଥିବା ପ୍ରତ୍ୟେକ ନାମ” (ଦେଖ: rc://*/ta/man/translate/figs-activepassive)

name

ସମ୍ଭାବିତ ଅର୍ଥାଗୁଡିକ ହେଲା ୧) ଉପାଧି ) ଅଧିକାରର ପଦ” (ଦେଖ: rc://*/ta/man/translate/figs-metonymy)

in this age

ଏହି ସମୟରେ

in the age to come

ଭବିଷ୍ୟତରେ