# far above all rule and authority and power and dominion ଏହା ଅଲୌକିକ ପ୍ରାଣୀମାନଙ୍କର, ଅର୍ଥାତ୍ ଉଭୟ ଦୂତ ଓ ଭୂତାତ୍ମାମାନଙ୍କର ପଦାଧିକାରକୁ ବୁଝାଉଥିବା ବିଭିନ୍ନ ଶବ୍ଦଗୁଡିକ ଅଟେ I ବିକଳ୍ପ ଅନୁବାଦ: “ସମସ୍ତ ପ୍ରକାର ଅଲୌକିକ ପ୍ରାଣୀମାନଙ୍କର ଅତି ଉର୍ଦ୍ଧ୍ବରେ” # every name that is named ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ମନୁଷ୍ୟ ଦେଉଥିବା ପ୍ରତ୍ୟେକ ନାମ” କିମ୍ବା ୨) “ଈଶ୍ବର ଦେଉଥିବା ପ୍ରତ୍ୟେକ ନାମ” (ଦେଖ: [[rc://*/ta/man/translate/figs-activepassive]]) # name ସମ୍ଭାବିତ ଅର୍ଥାଗୁଡିକ ହେଲା ୧) ଉପାଧି ୨) ଅଧିକାରର ପଦ” (ଦେଖ: [[rc://*/ta/man/translate/figs-metonymy]]) # in this age ଏହି ସମୟରେ # in the age to come ଭବିଷ୍ୟତରେ