or_tn/eph/01/21.md

20 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# far above all rule and authority and power and dominion
ଏହା ଅଲୌକିକ ପ୍ରାଣୀମାନଙ୍କର, ଅର୍ଥାତ୍ ଉଭୟ ଦୂତ ଓ ଭୂତାତ୍ମାମାନଙ୍କର ପଦାଧିକାରକୁ ବୁଝାଉଥିବା ବିଭିନ୍ନ ଶବ୍ଦଗୁଡିକ ଅଟେ I ବିକଳ୍ପ ଅନୁବାଦ: “ସମସ୍ତ ପ୍ରକାର ଅଲୌକିକ ପ୍ରାଣୀମାନଙ୍କର ଅତି ଉର୍ଦ୍ଧ୍ବରେ”
# every name that is named
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ମନୁଷ୍ୟ ଦେଉଥିବା ପ୍ରତ୍ୟେକ ନାମ” କିମ୍ବା ) “ଈଶ୍ବର ଦେଉଥିବା ପ୍ରତ୍ୟେକ ନାମ” (ଦେଖ: [[rc://*/ta/man/translate/figs-activepassive]])
# name
ସମ୍ଭାବିତ ଅର୍ଥାଗୁଡିକ ହେଲା ୧) ଉପାଧି ) ଅଧିକାରର ପଦ” (ଦେଖ: [[rc://*/ta/man/translate/figs-metonymy]])
# in this age
ଏହି ସମୟରେ
# in the age to come
ଭବିଷ୍ୟତରେ