or_tn/eph/04/22.md

1.5 KiB

to put off what belongs to your former manner of life

ପାଉଲ ନୈତିକ ଗୁଣ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଲୁଗା ଖଣ୍ଡ ଗୁଡିକ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପୁରାତନ ଜୀବନର ଆଚରଣ ଅନୁସାରେ ଜୀବନ ଯାପନକରିବା ପରିତ୍ୟାଗ କର” (ଦେଖ: rc://*/ta/man/translate/figs-metaphor)

to put off the old man

ପାଉଲ ନୈତିକ ଗୁଣ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଲୁଗା ଖଣ୍ଡ ଗୁଡିକ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପୁରାତନ ପୁରୁଷ ଯେପରି କରୁଥିଲା, ସେପରି ଜୀବନ ଯାପନ ପରିତ୍ୟାଗ କର” (ଦେଖ: rc://*/ta/man/translate/figs-metaphor)

old man

“ପୁରାତନ ମନୁଷ୍ୟ” “ପୁରାତନ ସ୍ବଭାବ” କୁ କିମ୍ବା “ପୁରାତନ ପୁରୁଷ”କୁ ବୁଝାଏ I

that is corrupt because of its deceitful desires

ପାଉଲ ମନୁଷ୍ୟର ପାପପୂର୍ଣ୍ଣ ସ୍ବଭାବ ବିଷୟରେ କହନ୍ତି ଯେ ସତେ ଯେପରି ଏହା ସମାଧିରେ ପଡ଼ିରହିଥିବା ଗୋଟିଏ ମୃତ ଶରୀର I (ଦେଖ: rc://*/ta/man/translate/figs-metaphor)