# to put off what belongs to your former manner of life ପାଉଲ ନୈତିକ ଗୁଣ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଲୁଗା ଖଣ୍ଡ ଗୁଡିକ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପୁରାତନ ଜୀବନର ଆଚରଣ ଅନୁସାରେ ଜୀବନ ଯାପନକରିବା ପରିତ୍ୟାଗ କର” (ଦେଖ: [[rc://*/ta/man/translate/figs-metaphor]]) # to put off the old man ପାଉଲ ନୈତିକ ଗୁଣ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଲୁଗା ଖଣ୍ଡ ଗୁଡିକ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପୁରାତନ ପୁରୁଷ ଯେପରି କରୁଥିଲା, ସେପରି ଜୀବନ ଯାପନ ପରିତ୍ୟାଗ କର” (ଦେଖ: [[rc://*/ta/man/translate/figs-metaphor]]) # old man “ପୁରାତନ ମନୁଷ୍ୟ” “ପୁରାତନ ସ୍ବଭାବ” କୁ କିମ୍ବା “ପୁରାତନ ପୁରୁଷ”କୁ ବୁଝାଏ I # that is corrupt because of its deceitful desires ପାଉଲ ମନୁଷ୍ୟର ପାପପୂର୍ଣ୍ଣ ସ୍ବଭାବ ବିଷୟରେ କହନ୍ତି ଯେ ସତେ ଯେପରି ଏହା ସମାଧିରେ ପଡ଼ିରହିଥିବା ଗୋଟିଏ ମୃତ ଶରୀର I (ଦେଖ: [[rc://*/ta/man/translate/figs-metaphor]])