or_tn/eph/04/22.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# to put off what belongs to your former manner of life
ପାଉଲ ନୈତିକ ଗୁଣ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଲୁଗା ଖଣ୍ଡ ଗୁଡିକ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପୁରାତନ ଜୀବନର ଆଚରଣ ଅନୁସାରେ ଜୀବନ ଯାପନକରିବା ପରିତ୍ୟାଗ କର” (ଦେଖ: [[rc://*/ta/man/translate/figs-metaphor]])
# to put off the old man
ପାଉଲ ନୈତିକ ଗୁଣ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଲୁଗା ଖଣ୍ଡ ଗୁଡିକ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପୁରାତନ ପୁରୁଷ ଯେପରି କରୁଥିଲା, ସେପରି ଜୀବନ ଯାପନ ପରିତ୍ୟାଗ କର” (ଦେଖ: [[rc://*/ta/man/translate/figs-metaphor]])
# old man
“ପୁରାତନ ମନୁଷ୍ୟ” “ପୁରାତନ ସ୍ବଭାବ” କୁ କିମ୍ବା “ପୁରାତନ ପୁରୁଷ”କୁ ବୁଝାଏ I
# that is corrupt because of its deceitful desires
ପାଉଲ ମନୁଷ୍ୟର ପାପପୂର୍ଣ୍ଣ ସ୍ବଭାବ ବିଷୟରେ କହନ୍ତି ଯେ ସତେ ଯେପରି ଏହା ସମାଧିରେ ପଡ଼ିରହିଥିବା ଗୋଟିଏ ମୃତ ଶରୀର I (ଦେଖ: [[rc://*/ta/man/translate/figs-metaphor]])