or_tn/eph/04/13.md

1.1 KiB

reach the unity of faith and knowledge of the Son of God

ବିଶ୍ବାସୀମାନେ ଯୀଶୁଙ୍କୁ ଈଶ୍ବରଙ୍କ ପୁତ୍ର ବୋଲି ଜାଣିବା ଆବଶ୍ୟକ, ଯଦି ସେମାନେ ବିଶ୍ବାସୀଭାବରେ ବିଶ୍ବାସରେ ସମ୍ମିଳିତ ଓ ପରିପକ୍ବ ହେବାକୁ ଚାହାନ୍ତି I

reach the unity of faith

ବିଶ୍ବାସରେ ସମାନଭାବରେ ବଳବାନ୍ ହେବା କିମ୍ବା “ବିଶ୍ବାସରେ ଏକତ୍ର ସମ୍ମିଳିତ ହେବା”

Son of God

ଏହା ଯୀଶୁଙ୍କର ଗୋଟିଏ ଗୁରୁତ୍ବପୂର୍ଣ୍ଣ ଉପାଧି ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

become mature

ପରିପକ୍ବ ବିଶ୍ବାସୀ ହେବା

mature

ପୂର୍ଣ୍ଣ ବିକଶିତ କିମ୍ବା “ବୃଦ୍ଧିପ୍ରାପ୍ତ” କିମ୍ବା “ସମ୍ପୂର୍ଣ୍ଣ”