# reach the unity of faith and knowledge of the Son of God ବିଶ୍ବାସୀମାନେ ଯୀଶୁଙ୍କୁ ଈଶ୍ବରଙ୍କ ପୁତ୍ର ବୋଲି ଜାଣିବା ଆବଶ୍ୟକ, ଯଦି ସେମାନେ ବିଶ୍ବାସୀଭାବରେ ବିଶ୍ବାସରେ ସମ୍ମିଳିତ ଓ ପରିପକ୍ବ ହେବାକୁ ଚାହାନ୍ତି I # reach the unity of faith ବିଶ୍ବାସରେ ସମାନଭାବରେ ବଳବାନ୍ ହେବା କିମ୍ବା “ବିଶ୍ବାସରେ ଏକତ୍ର ସମ୍ମିଳିତ ହେବା” # Son of God ଏହା ଯୀଶୁଙ୍କର ଗୋଟିଏ ଗୁରୁତ୍ବପୂର୍ଣ୍ଣ ଉପାଧି ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]]) # become mature ପରିପକ୍ବ ବିଶ୍ବାସୀ ହେବା # mature ପୂର୍ଣ୍ଣ ବିକଶିତ କିମ୍ବା “ବୃଦ୍ଧିପ୍ରାପ୍ତ” କିମ୍ବା “ସମ୍ପୂର୍ଣ୍ଣ”