or_tn/eph/04/13.md

20 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# reach the unity of faith and knowledge of the Son of God
ବିଶ୍ବାସୀମାନେ ଯୀଶୁଙ୍କୁ ଈଶ୍ବରଙ୍କ ପୁତ୍ର ବୋଲି ଜାଣିବା ଆବଶ୍ୟକ, ଯଦି ସେମାନେ ବିଶ୍ବାସୀଭାବରେ ବିଶ୍ବାସରେ ସମ୍ମିଳିତ ଓ ପରିପକ୍ବ ହେବାକୁ ଚାହାନ୍ତି I
# reach the unity of faith
ବିଶ୍ବାସରେ ସମାନଭାବରେ ବଳବାନ୍ ହେବା କିମ୍ବା “ବିଶ୍ବାସରେ ଏକତ୍ର ସମ୍ମିଳିତ ହେବା”
# Son of God
ଏହା ଯୀଶୁଙ୍କର ଗୋଟିଏ ଗୁରୁତ୍ବପୂର୍ଣ୍ଣ ଉପାଧି ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# become mature
ପରିପକ୍ବ ବିଶ୍ବାସୀ ହେବା
# mature
ପୂର୍ଣ୍ଣ ବିକଶିତ କିମ୍ବା “ବୃଦ୍ଧିପ୍ରାପ୍ତ” କିମ୍ବା “ସମ୍ପୂର୍ଣ୍ଣ”