or_tn/eph/04/12.md

20 lines
1.2 KiB
Markdown

# to equip the saints
ସେ ପୃଥକ୍ କରିଥିବା ଲୋକମାନଙ୍କୁ ପ୍ରସ୍ତୁତ କରିବାକୁ କିମ୍ବା ବିଶ୍ବାସୀମାନଙ୍କୁ ସେମାନଙ୍କ ପ୍ରଯୋଜନୀୟ ବିଷୟ ଯୋଗାଇବାକୁ”
# for the work of service
ଯେପରି ସେମାନେ ଅନ୍ୟମାନଙ୍କର ସେବା କରିପାରିବେ
# for the building up of the body of Christ
ଆତ୍ମିକଭାବରେ ବୃଦ୍ଧି ପାଉଥିବା ଲୋକମାନଙ୍କ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେମାନେ ସେମାନଙ୍କର ଶାରୀରିକ ବଳକୁ ବଢାଇବା ନିମନ୍ତେ ବ୍ୟାୟାମ କରୁଛନ୍ତି I (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-idiom]])
# building up
ସିଦ୍ଧି ଲାଭ
# body of Christ
“ଖ୍ରୀଷ୍ଟଙ୍କ ଶରୀର” ଖ୍ରୀଷ୍ଟଙ୍କ ମଣ୍ଡଳୀର ସମସ୍ତ ବ୍ୟକ୍ତିଗତ ସଦସ୍ୟମାନଙ୍କୁ ବୁଝାଏ I