# to equip the saints ସେ ପୃଥକ୍ କରିଥିବା ଲୋକମାନଙ୍କୁ ପ୍ରସ୍ତୁତ କରିବାକୁ କିମ୍ବା ବିଶ୍ବାସୀମାନଙ୍କୁ ସେମାନଙ୍କ ପ୍ରଯୋଜନୀୟ ବିଷୟ ଯୋଗାଇବାକୁ” # for the work of service ଯେପରି ସେମାନେ ଅନ୍ୟମାନଙ୍କର ସେବା କରିପାରିବେ # for the building up of the body of Christ ଆତ୍ମିକଭାବରେ ବୃଦ୍ଧି ପାଉଥିବା ଲୋକମାନଙ୍କ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେମାନେ ସେମାନଙ୍କର ଶାରୀରିକ ବଳକୁ ବଢାଇବା ନିମନ୍ତେ ବ୍ୟାୟାମ କରୁଛନ୍ତି I (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-idiom]]) # building up ସିଦ୍ଧି ଲାଭ # body of Christ “ଖ୍ରୀଷ୍ଟଙ୍କ ଶରୀର” ଖ୍ରୀଷ୍ଟଙ୍କ ମଣ୍ଡଳୀର ସମସ୍ତ ବ୍ୟକ୍ତିଗତ ସଦସ୍ୟମାନଙ୍କୁ ବୁଝାଏ I