or_tn/eph/04/12.md

1.2 KiB

to equip the saints

ସେ ପୃଥକ୍ କରିଥିବା ଲୋକମାନଙ୍କୁ ପ୍ରସ୍ତୁତ କରିବାକୁ କିମ୍ବା ବିଶ୍ବାସୀମାନଙ୍କୁ ସେମାନଙ୍କ ପ୍ରଯୋଜନୀୟ ବିଷୟ ଯୋଗାଇବାକୁ”

for the work of service

ଯେପରି ସେମାନେ ଅନ୍ୟମାନଙ୍କର ସେବା କରିପାରିବେ

for the building up of the body of Christ

ଆତ୍ମିକଭାବରେ ବୃଦ୍ଧି ପାଉଥିବା ଲୋକମାନଙ୍କ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେମାନେ ସେମାନଙ୍କର ଶାରୀରିକ ବଳକୁ ବଢାଇବା ନିମନ୍ତେ ବ୍ୟାୟାମ କରୁଛନ୍ତି I (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-idiom]])

building up

ସିଦ୍ଧି ଲାଭ

body of Christ

“ଖ୍ରୀଷ୍ଟଙ୍କ ଶରୀର” ଖ୍ରୀଷ୍ଟଙ୍କ ମଣ୍ଡଳୀର ସମସ୍ତ ବ୍ୟକ୍ତିଗତ ସଦସ୍ୟମାନଙ୍କୁ ବୁଝାଏ I