or_tn/eph/04/09.md

12 lines
683 B
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# He ascended
ଖ୍ରୀଷ୍ଟ ଆରୋହଣ କଲେ
# he also descended
ଖ୍ରୀଷ୍ଟ ମଧ୍ୟ ଅବତରଣ କରିଥିଲେ
# into the lower regions of the earth
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ନୀଚସ୍ଥ ଅଞ୍ଚଳସବୁ ପୃଥିବୀର ଗୋଟିଏ ଅଂଶ ଅଟେ କିମ୍ବା ) “ନୀଚସ୍ଥ ଅଞ୍ଚଳ” ବୋଲି ପୃଥିବୀକୁ ଆଉ ଗୋଟିଏ ପ୍ରକାରେ ମଧ୍ୟ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ନୀଚସ୍ଥ ଅଞ୍ଚଳକୁ, ପୃଥିବୀକୁ”