# He ascended ଖ୍ରୀଷ୍ଟ ଆରୋହଣ କଲେ # he also descended ଖ୍ରୀଷ୍ଟ ମଧ୍ୟ ଅବତରଣ କରିଥିଲେ # into the lower regions of the earth ସମ୍ଭାବିତ ଅର୍ଥଗୁଡିକ ହେଲା ୧) ନୀଚସ୍ଥ ଅଞ୍ଚଳସବୁ ପୃଥିବୀର ଗୋଟିଏ ଅଂଶ ଅଟେ କିମ୍ବା ୨) “ନୀଚସ୍ଥ ଅଞ୍ଚଳ” ବୋଲି ପୃଥିବୀକୁ ଆଉ ଗୋଟିଏ ପ୍ରକାରେ ମଧ୍ୟ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ନୀଚସ୍ଥ ଅଞ୍ଚଳକୁ, ପୃଥିବୀକୁ”