or_tn/eph/04/09.md

683 B
Raw Permalink Blame History

He ascended

ଖ୍ରୀଷ୍ଟ ଆରୋହଣ କଲେ

he also descended

ଖ୍ରୀଷ୍ଟ ମଧ୍ୟ ଅବତରଣ କରିଥିଲେ

into the lower regions of the earth

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ନୀଚସ୍ଥ ଅଞ୍ଚଳସବୁ ପୃଥିବୀର ଗୋଟିଏ ଅଂଶ ଅଟେ କିମ୍ବା ) “ନୀଚସ୍ଥ ଅଞ୍ଚଳ” ବୋଲି ପୃଥିବୀକୁ ଆଉ ଗୋଟିଏ ପ୍ରକାରେ ମଧ୍ୟ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ନୀଚସ୍ଥ ଅଞ୍ଚଳକୁ, ପୃଥିବୀକୁ”