or_tn/eph/04/01.md

1.1 KiB

Connecting Statement:

ପାଉଲ ଏଫିସୀୟମାନଙ୍କୁ ଯେଉଁ କାରଣରୁ ଲେଖୁଛନ୍ତି ତହିଁ ହେତୁ ସେ ସେମାନଙ୍କୁ କହନ୍ତି ଯେ ସେମାନେ ବିଶ୍ବାସୀ ଭାବରେ କିପରି ଜୀବନ ଯାପନ କରିବା ଉଚିତ ଓ ପୁନର୍ବାର ଗୁରୁତ୍ବ ଦେଉଛନ୍ତି ଯେ ବିଶ୍ବାସୀମାନେ ପରସ୍ପର ଏକମନା ହେବା ଆବଶ୍ୟକ I

as the prisoner for the Lord

ପ୍ରଭୁଙ୍କର ସେବା କରିବାକୁ ମନୋନୀତ କରିଥିବା ହେତୁ ବନ୍ଦୀଗୃହରେ ରହିଥିବା ଜଣେ ଲୋକ ଭାବରେ

walk worthily of the calling

ଜୀବନ ଯାପନ କରିବାର ଚିନ୍ତାଧାରାକୁ ପ୍ରକାଶ କରିବାପାଇଁ ସାଧାରଣ ଭାବରେ ଆଚରଣ କରିବା ବୋଲି କୁହାଯାଏ I (ଦେଖ: rc://*/ta/man/translate/figs-metaphor)