# Connecting Statement: ପାଉଲ ଏଫିସୀୟମାନଙ୍କୁ ଯେଉଁ କାରଣରୁ ଲେଖୁଛନ୍ତି ତହିଁ ହେତୁ ସେ ସେମାନଙ୍କୁ କହନ୍ତି ଯେ ସେମାନେ ବିଶ୍ବାସୀ ଭାବରେ କିପରି ଜୀବନ ଯାପନ କରିବା ଉଚିତ ଓ ପୁନର୍ବାର ଗୁରୁତ୍ବ ଦେଉଛନ୍ତି ଯେ ବିଶ୍ବାସୀମାନେ ପରସ୍ପର ଏକମନା ହେବା ଆବଶ୍ୟକ I # as the prisoner for the Lord ପ୍ରଭୁଙ୍କର ସେବା କରିବାକୁ ମନୋନୀତ କରିଥିବା ହେତୁ ବନ୍ଦୀଗୃହରେ ରହିଥିବା ଜଣେ ଲୋକ ଭାବରେ # walk worthily of the calling ଜୀବନ ଯାପନ କରିବାର ଚିନ୍ତାଧାରାକୁ ପ୍ରକାଶ କରିବାପାଇଁ ସାଧାରଣ ଭାବରେ ଆଚରଣ କରିବା ବୋଲି କୁହାଯାଏ I (ଦେଖ: [[rc://*/ta/man/translate/figs-metaphor]])